ଅନ୍ତର୍ଜାତୀୟ

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ISIS-K ସଙ୍ଗଠନର ଧମକ

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ISIS-K ସଙ୍ଗଠନର ଧମକ। ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କୁ ଧମକ ଦେଇ ଏକ ପୋଷ୍ଟର ଜାରି କରିଛି ଏହି ଆତଙ୍କବାଦୀ ସଙ୍ଗଠନ।

ପୋଷ୍ଟରରେ କଳା ମୁଖା ପିନ୍ଧା ଆତଙ୍କବାଦୀ ହାତରେ ଛୁରୀ ଦେଖାଇ ଧମକ ଦେବାର ଫଟୋ ରହିଛି। ଏହି ଫଟୋ ତଳେ ଧମକ ଦେବାର ଲେଖା ଉଲ୍ଲେଖ ରହିଛି। ଆଫଗାନିସ୍ଥାନରେ ସକ୍ରିୟ ISIS ଖୋରାସନ ୟୁନିଟ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com