ମନୋରଞ୍ଜନ

ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି

ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର ମଧ୍ୟ ଭାଜପା ଟିକେଟରୁ ନିର୍ବାଚନ ଲଢ଼ୁଛନ୍ତି।

ତେବେ ସେ ନିର୍ବାଚନ ଲଢିବାକୁ ତାଙ୍କ ସ୍ବାମୀ ତଥା ବଲିଉଡ୍‌ର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ପସନ୍ଦ କରୁ ନ ଥିଲେ। ଏନେଇ ଏକ ସାକ୍ଷାତ୍‌କାରରେ ହେମାମାଳିନୀ ଖୁଲାସା କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com