ମନୋରଞ୍ଜନ

ବାବିଲ ଖାନ ହେଉଛନ୍ତି ଦିବଂଗତ ସୁପରଷ୍ଟାର ଇରଫାନ ଖାନଙ୍କ ପୁଅ।

ବାବିଲ ଖାନ ହେଉଛନ୍ତି ଦିବଂଗତ ସୁପରଷ୍ଟାର ଇରଫାନ ଖାନଙ୍କ ପୁଅ। ଏହି ପରିଚୟ ବ୍ୟତୀତ ତାଙ୍କର କଳାକାର ଭାବରେ ମଧ୍ୟ ସ୍ବତନ୍ତ୍ର ପରିଚୟ ରହିଛି। ନିଜ ବାପାଙ୍କ ଭଳି ବାବିଲ ମଧ୍ୟ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ କିଣିଛନ୍ତି।

ସବୁବେଳେ ନିଜ ଫିଲ୍ମ ବା ମିଳିଥିବା ଆୱାର୍ଡକୁ ନେଇ ଚର୍ଚ୍ଚାରେ ରହୁଥିବା ବାବିଲ ଏବେ ନିଜର ଏକ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ମାସ ଆରମ୍ଭରୁ ତାଙ୍କ ପିତା ଇରଫାନ ଖାନଙ୍କୁ ନେଇ ଏକ ଭାବପ୍ରବଣ ପୋଷ୍ଟ କରିଥିଲେ ବାବିଲ।

Related Articles

Back to top button
WP Twitter Auto Publish Powered By : XYZScripts.com