ଅନ୍ତର୍ଜାତୀୟ

ଚାଇନାର ସିଚୁଆନ ପ୍ରଦେଶର ଏକ ସ୍କୁଲର ଘଟଣା ଏବେ ଚର୍ଚ୍ଚାରେ ରହିଛି

ଚାଇନାର ସିଚୁଆନ ପ୍ରଦେଶର ଏକ ସ୍କୁଲର ଘଟଣା ଏବେ ଚର୍ଚ୍ଚାରେ ରହିଛି। କେଜିରେ ପଢୁଥିବା ଜଣେ ଶିଶୁ ତାଙ୍କ ସହପାଠିନୀଙ୍କୁ ମନ ଦେଇ ବସିଥିଲେ। ସେ ତାଙ୍କୁ ତାଙ୍କର ଭାବୀ ସ୍ତ୍ରୀ ଭାବିବା ଆରମ୍ଭ କରି ଦେଇଥିଲେ।

ଦିନେ ଘରେ କାହାକୁ ନ ପଚାରି ସ୍କୁଲକୁ ସୁନା ବିସ୍କୁଟ ଆଣି ତାଙ୍କ ଭାବୀ ସ୍ତ୍ରୀଙ୍କୁ ଉପହାର ଦେଇଥିଲେ। ଯାହାର ମୂଲ୍ୟ ପ୍ରାୟ ୧୫ ହଜାର ଡଲାର ଅର୍ଥାତ ପ୍ରାୟ ୧୨.୫ ଲକ୍ଷ ଟଙ୍କା। ଏହି ଘଟଣା ଜାଣିବା ପରେ ଝିଅ-ପୁଅଙ୍କ ଅଭିଭାବକ ହୋସ ଉଡିଯାଇଥିଲା।

Related Articles

Back to top button