ଅନ୍ତର୍ଜାତୀୟ

ଗାଜାରେ ଭୁଶୁଡୁଛି ଆତଙ୍କୀ ସଂଗଠନ ହମାସର ଗଡ଼

ଗାଜାରେ ଭୁଶୁଡୁଛି ଆତଙ୍କୀ ସଂଗଠନ ହମାସର ଗଡ଼। ଉତ୍ତର ଗାଜାରେ ହମାସର ଗାଜାରେ ଭୁଶୁଡୁଛି ଆତଙ୍କବାଦୀ ସଂଗଠନ ହମାସର ଗଡ଼ ଶିବିରକୁ ଛାରଖାର କରି ଦେଇଛି ଇସ୍ରାଏଲ ସେନା।

ଇସ୍ରାଏଲ-ଗାଜା ଯୁଦ୍ଧକୁ ୩ ମାସ ପୁରିଛି। ଉତ୍ତର ଗାଜାରେ ଥିବା ହମାସର ଠିକଣାକୁ ପୁରା ନଷ୍ଟ କରି ଦେଇଥିବା ଦାବି କରିଛି ଇସ୍ରାଏଲ। ଉତ୍ତର ଗାଜାରେ ପାଖାପାଖି ୮ ହଜାର ଆତଙ୍କୀ ନିପାତ କରିଛି ଇସ୍ରାଏଲ ସେନା ।

Related Articles

Back to top button
WP Twitter Auto Publish Powered By : XYZScripts.com