ଅନ୍ତର୍ଜାତୀୟ

ଚୀନରେ ବ୍ୟାପିବାରେ ଲାଗିଛି ରହସ୍ୟମୟୀ ରୋଗ

ଚୀନରେ ବ୍ୟାପିବାରେ ଲାଗିଛି ରହସ୍ୟମୟୀ ରୋଗ । ତେବେ ଏହି ନିମୋନିଆ ଭାରତ ସମେତ ସମଗ୍ର ବିଶ୍ୱକୁ ପୁଣିଥରେ ଚିନ୍ତାରେ ପକାଇଛି।

ଚୀନରେ ହଠାତ୍ ଶ୍ୱାସ ଜନିତ ସମସ୍ୟା ବଢ଼ୁଥିବା ଦେଖିବା ପରେ ସମଗ୍ର ବିଶ୍ୱ ଆଶଙ୍କା ମଧ୍ୟରେ ରହିଛି। ବର୍ତ୍ତମାନ ଏହା ଦାବି କରାଯାଉଛି ଯେ ଏହା କରୋନା ଅପେକ୍ଷା ଏକ ବଡ଼ ମହାମାରୀ ଆଣିପାରେ। ଏଭଳି ପରିସ୍ଥିତିରେ ଚୀନରେ ଏହି ରହସ୍ୟମୟ ରୋଗ ବ୍ୟାପିବାର କାରଣ ଜଣା ପଡ଼ିନାହିଁ । ତେବେ ଶୀତ ଋତୁୁରେ ଏପରି ଅନେକ ଜୀବାଣୁ ଏବଂ ଭାଇରସ ବଢ଼ୁଥିବାର ଦେଖାଯାଇଥାଏ ।

Related Articles

Back to top button
WP Twitter Auto Publish Powered By : XYZScripts.com