ଜାତୀୟ

ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପଞ୍ଜାବର ନନକାନା ସାହିବରେ ତାଙ୍କ ପାର୍ଟି ପିଏମଏଲଏନର ଏକ ରାଲିରେ ଯୋଗ ଦେଇଥିଲେ

ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପଞ୍ଜାବର ନନକାନା ସାହିବରେ ତାଙ୍କ ପାର୍ଟି ପିଏମଏଲଏନର ଏକ ରାଲିରେ ଯୋଗ ଦେଇଥିଲେ। ଏହି ରାଲିର ଚିତ୍ର ଏବଂ ଭିଡିଓ ପାକିସ୍ତାନରେ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି।

ବାସ୍ତବରେ ନୱାଜ ସରିଫ ଏହି ରାଲିରେ କ୍ୟାପ ପିନ୍ଧିଥିବାର ନଜର ଆସିଛନ୍ତି। ସୋସିଆଲ ମିଡିଆରେ ନୱାଜଙ୍କ ଚିତ୍ର ଶେୟାର କରିବାବେଳେ ଦାବି କରାଯାଇଥିଲା ଏହି ଟୋପି ଗୁଚି କମ୍ପାନୀର। ଯାହାର ମୂଲ୍ୟ ଏକ ଲକ୍ଷରୁ ଅଧିକ ପାକିସ୍ତାନୀ ଟଙ୍କା ଅଟେ।

Related Articles

Back to top button