ମନୋରଞ୍ଜନ

ସଞ୍ଜୟ ଭର୍ଗାଭାଙ୍କ ନିର୍ଦ୍ଦେଶିତ ‘ପଞ୍ଚ କ୍ରିତି’ ଗତବର୍ଷ ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା

ସଞ୍ଜୟ ଭର୍ଗାଭାଙ୍କ ନିର୍ଦ୍ଦେଶିତ ‘ପଞ୍ଚ କ୍ରିତି’ ଗତବର୍ଷ ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା।। ବୃଜେନ୍ଦ୍ର କାଲା ଏବଂ ଅନ୍ୟାନ୍ୟ କାଳାକାରଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ‘ଗଦର ୨’ ଓ ‘ଇଏମ୍‌ଜି ୨’ ପରି ଚଳଚ୍ଚିତ୍ର ରିଲିଜ୍‌ ସମୟରେ ପ୍ରେକ୍ଷାଳୟରେ ପଡ଼ିଥିଲା।

ଦୁଇଟି ବଡ଼ ଫିଲ୍ମ ଆଗରେ ଏହି ସିନେମାଟି ସଂପୂର୍ଣ୍ଣ ମାନ୍ଦା ପଡ଼ିଗଲା। ବଲିଉଡ ହଙ୍ଗାମା ତଥ୍ୟ ଅନୁଯାୟୀ ‘ପଞ୍ଚ କ୍ରିତି’ ପ୍ରଥମ ସପ୍ତାହରେ ମାତ୍ର ୧୦ ହଜାର ଟଙ୍କା ରୋଜଗାର କରିଥିଲା, ଯାହାପରେ ପ୍ରେକ୍ଷାଳୟରୁ ଏହାକୁ ହଟାଇ ଦିଆଯାଇଥିଲା।

Related Articles

Back to top button