ମନୋରଞ୍ଜନ

ବାୟୋପିକ୍‌ରେ ନଜର ଆସିବେ ସାଉଥ୍‌ ସୁପରଷ୍ଟାର ଧନୁଷ

ଖ୍ୟାତନାମା ସଂଗୀତଜ୍ଞ ଇଲାୟାରାଜାଙ୍କ ବାୟୋପିକ୍‌ରେ ନଜର ଆସିବେ ସାଉଥ୍‌ ସୁପରଷ୍ଟାର ଧନୁଷ। ଏନେଇ ଆଧିକାରୀକ ଭାବେ ଘୋଷଣା ହୋଇଛି। ଆସନ୍ତା ବର୍ଷ ଏହାର ଶୁଟିଂ ଆରମ୍ଭ ହେବ।

ସେହିଭଳି ୨୦୨୫ରେ ଏହା ପରଦାକୁ ଆସିବ। କନେକ୍ଟ ମିଡିଆ ଏବଂ ମରକ୍ୟୁରି ଗ୍ରୁପ ଏହି ଚଳଚ୍ଚିତ୍ରକୁ ପ୍ରଯୋଜନା ଭାର ସମ୍ଭାଳିବେ।ଇଲାୟାରାଜା ହେଉଛନ୍ତି ଲୋକପ୍ରିୟ ସଂଗୀତଜ୍ଞ, ଗୀତିକାର ଏବଂ ଗାୟିକା। ସେ ନିଜର ସ୍ବରର ଯାଦୁରେ ସଂଗୀତଜଗତରେ ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com