ମନୋରଞ୍ଜନ

ଶାହରୁଖ ଖାନ୍ ଏବେ ନିଜର ବହୁ ପ୍ରତିକ୍ଷୀତ ଫିଲ୍ମ ଡଙ୍କିକୁ ନେଇ ଚର୍ଚ୍ଚାରେ ଅଛନ୍ତି

ଶାହରୁଖ ଖାନ୍ ଏବେ ନିଜର ବହୁ ପ୍ରତିକ୍ଷୀତ ଫିଲ୍ମ ଡଙ୍କିକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହାରି ମଧ୍ୟରେ ଗତ ରାତିରେ ତାଙ୍କ ଫିଲ୍ମ ଡଙ୍କି ବିଶ୍ୱର ସବୁଠାରୁ ବୃହତ୍ତ କୋଠା ବୁର୍ଜ ଖଲିଫାରେ ପ୍ରଦର୍ଶିତ ହୋଇଛି ।

ଏହି ସମୟରେ ଫିଲ୍ମର ପ୍ରମୋଶନ ଲାଗି ସ୍ପେସିଆଲ ଡ୍ରୋନ୍ ଶୋ’ର ଆୟୋଜନ କରାଯାଇଥିଲା ଏଥିରେ ଅଭିନେତାଙ୍କ ସିଗନେଚର ପୋଜ୍ ଦେଖିବାକୁ ମିଳିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com