ମନୋରଞ୍ଜନରାଜନୀତି

କଙ୍ଗନା ବିରୋଧରେ ଲୋକସଭା ନିର୍ବାଚନ ଲଢିବେ ହିମାଚଳ ପ୍ରଦେଶର ଆଗଧାଡିର ଯୁବ ନେତା ବିକ୍ରମାଦିତ୍ୟ ସିଂହ

କଙ୍ଗନା ବିରୋଧରେ ଲୋକସଭା ନିର୍ବାଚନ ଲଢିବେ ହିମାଚଳ ପ୍ରଦେଶର ଆଗଧାଡିର ଯୁବ ନେତା ବିକ୍ରମାଦିତ୍ୟ ସିଂହ । ଏନେଇ ହିମାଚଳ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପ୍ରତିଭା ସିଂହ ଘୋଷଣା କରିଛନ୍ତି ।

ତେବେ ଦଳ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା ହେଇନଥିଲେ ବି, ବିକ୍ରମାଦିତ୍ୟଙ୍କୁ ମଣ୍ଡିରୁ ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ପ୍ରତିଭା ସିଂ । ଯାହା ପରେ ତାଙ୍କର ସିଧାସଳଖ ଟକ୍କର ବଲିଉଡ୍ କୁଇନ୍ କଙ୍ଗନାଙ୍କ ସହ ହେବା ପକ୍କା ହେଇଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com