କ୍ରୀଡ଼ା

ଟି-୨୦ ବିଶ୍ୱକପ ପାଇଁ ଦଳ ଚୟନରେ ବ୍ୟସ୍ତ ହୋଇଗଲାଣି ବିସିସିଆଇ

ଟି-୨୦ ବିଶ୍ୱକପ ପାଇଁ ଦଳ ଚୟନରେ ବ୍ୟସ୍ତ ହୋଇଗଲାଣି ବିସିସିଆଇ । ଆଉ ୨-୩ ଦିନ ମଧ୍ୟରେ ବିଶ୍ୱକପ ପାଇଁ ଦଳ ଘୋଷଣା କରାଯିବ । ଦଳରେ କେଉଁ ମାନଙ୍କୁ ସୁଯୋଗ ମିଳିବ ସେ ନେଇ ଅଙ୍କକଷା ଚାଲିଛି ।

ତେବେ ଏଥିମଧ୍ୟରେ ପୂର୍ବତନ କ୍ରିକେଟର ୱାସିମ ଜାଫର ନିଜର ୧୫ ଜଣିଆ ଦଳ ଚୟନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com