କ୍ରୀଡ଼ା

ଓଡ଼ିଶାକୁ ଜାତୀୟସ୍ତରରେ ଗୌରବାନ୍ୱିତ କରିଛନ୍ତି ଭୁବନେଶ୍ୱରର ମିଧାଂଶୁ ଦାସ

ଓଡ଼ିଶାକୁ ଜାତୀୟସ୍ତରରେ ଗୌରବାନ୍ୱିତ କରିଛନ୍ତି ଭୁବନେଶ୍ୱରର ମିଧାଂଶୁ ଦାସ । ସେ ୧୪ ବର୍ଷରୁ କମ୍‌ କ୍ରିକେଟରେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ଭାରତୀୟ ସ୍କୁଲ କ୍ରୀଡ଼ା ମହାସଂଘ ଘୋଷଣା କରିଥିବା ୧୬ ଜଣିଆ ଦଳରେ ଅର୍ଣ୍ଣବ ସ୍ଥାନ ପାଇଛନ୍ତି।

ଭାରତୀୟ ସ୍କୁଲ କ୍ରୀଡ଼ା ମହାସଂଘ ଜାତୀୟ କ୍ରିକେଟ୍‌ ପ୍ରତିଯୋଗିତାର ପ୍ରଦର୍ଶନ ଆଧାରରେ ଏହି ଦଳ ଏସଜିଏଫଆଇ ଚୟନ କରିଛି। ଅହମଦାବାଦରେ ଓଡ଼ିଶା ଦଳ ୨ଟି ମ୍ୟାଚ୍‌ ଖେଳିଥିବା ବେଳେ ଅର୍ଣ୍ଣବଙ୍କ ପ୍ରଦର୍ଶନ ଦମ୍‌ଦାର ରହିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com