କ୍ରୀଡ଼ା

ଟେଷ୍ଟ କ୍ରିକେଟ ଇତିହାସରେ ଅଶ୍ୱିନ ନବମ ଖେଳାଳି ଭାବେ ୫୦୦ ଉଇକେଟ ପୂରଣ କରିଥିଲେ

ଟେଷ୍ଟ କ୍ରିକେଟ ଇତିହାସରେ ଅଶ୍ୱିନ ନବମ ଖେଳାଳି ଭାବେ ୫୦୦ ଉଇକେଟ ପୂରଣ କରିଥିଲେ। ତାମିଲନାଡୁ କ୍ରିକେଟ ଆସୋସିଏସନ ଅଶ୍ୱିନଙ୍କୁ ଏହି ସ୍ମରଣୀୟ ତଥା ଐତିହାସିକ ସଫଳତା ପାଇଁ ସମ୍ମାନିତ କରିଛି।

ଅଶ୍ୱିନଙ୍କୁ ୧ କୋଟି ଟଙ୍କାର ଚେକ ଦେବା ବ୍ୟତୀତ ତାମିଲନାଡୁ କ୍ରିକେଟ ଆସୋସିଏସନ ଅନେକ ଉପହାର ଦେଇଛି। ୫୦୦ ସୁନା ମୁଦ୍ରା, ରୂପା ଟ୍ରଫି, ଏକ ସ୍ବତନ୍ତ୍ର ବ୍ଲେଜର ଏବଂ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com