କ୍ରୀଡ଼ା

ଟି -୨୦ ଟିମ୍ ଅଫ୍ ଦି ଇୟର-୨୦୨୨ ଘୋଷଣା

ନୂଆଦିଲ୍ଲୀ, ୨୩/୦୧/୨୦୨୩ –   ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ – ICC  ପୁରୁଷ ଟି -୨୦ ଟିମ୍ ଅଫ୍ ଦି ଇୟର – ୨୦୨୨ ଘୋଷଣା କରିଛି । ସୋମବାର ପ୍ରକାଶ ପାଇଥିବା ଏହି ତାଲିକାରେ ଦଳର ଅଧିନାୟକ ହେଉଛନ୍ତି ଜସ୍ ବଟଲର । ଏହି ଦଳରେ ୩ ଭାରତୀୟ ଖେଳାଳି ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ନାମ ମଧ୍ୟ ରହିଛି । ସେହିଭଳି ବଟଲରଙ୍କୁ ମିଶାଇ ଇଂଲଣ୍ଡ ଦଳର ୨ ଖେଳାଳି, ପାକିସ୍ତାନର ୨, ନ୍ୟୁଜିଲ୍ୟାଣ୍ଡ, ଆୟର୍ଲାଣ୍ଡ, ଶ୍ରୀଲଙ୍କା, ଏବଂ ଜିମ୍ବାୱେର ପ୍ରତ୍ୟେକ ଖେଳାଳି ଏଥିରେ ସାମିଲ ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com