କ୍ରୀଡ଼ା

ଜୋଫ୍ରା ଆର୍ଚର ଆଗାମୀ ଆଇପିଏଲ୍‌ରେ ଖେଳି ନପାରନ୍ତି

ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଆଗାମୀ ଆଇପିଏଲ୍‌ରେ ଖେଳି ନପାରନ୍ତି। ଆସନ୍ତା ବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆୟୋଜିତ ହେଉଛି। ଏହାକୁ ନଜରରେ ରଖି ଆଇପିଏଲ୍‌ ନ ଖେଳିବାକୁ ଆର୍ଚରଙ୍କୁ ପରାମର୍ଶ ଦେଇଛି ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି)।

ସଂପ୍ରତି ଆହତ ଥିବାରୁ ବିଶ୍ବକପ୍‌ ପୂର୍ବରୁ ଅଧିକ ଚାପ ନନେବା ଲାଗି ଇସିବି ଏଭଳି ପରାମର୍ଶ ଦେଇଛି। ୨୦୨୨ ଆଇପିଏଲ୍‌ ପୂର୍ବ ନିଲାମରେ ଆର୍ଚରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୮ କୋଟି ଟଙ୍କାରେ କିଣିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com