କ୍ରୀଡ଼ା

ଟିମ ଇଣ୍ଡିଆକୁ ଘାରିଲାଣି ବିଶ୍ୱକପ ଚିନ୍ତା

ଟିମ ଇଣ୍ଡିଆକୁ ଘାରିଲାଣି ବିଶ୍ୱକପ ଚିନ୍ତା । ଜୁନରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଭାରତ ଆଗରେ ସବୁଠୁ ବଡ଼ ସମସ୍ୟା ହୋଇପାରେ ଅଷ୍ଟ୍ରେଲିଆ ।

ଦଳର ଅଧିକାଂଶ ଖେଳାଳି ଏବେ ଦମଦାର ଫର୍ମରେ ରହିଛନ୍ତି । ଆଇପିଏଲରେ ବିସ୍ଫୋରକ ପ୍ରଦର୍ଶନ ବଳରେ ପ୍ରତିପକ୍ଷକୁ ଚକମା ଦେଉଛନ୍ତି ଅଷ୍ଟ୍ରେଲିଆର ଖେଳାଳି । ତେଣୁ ଆସନ୍ତା ବିଶ୍ୱକପରେ ମଧ୍ୟ ସେମାନେ ଭାରତ ପାଇଁ କଣ୍ଟା ସାଜିପାରନ୍ତି ବୋଲି ଟିମ ଇଣ୍ଡିଆର ଆଶଙ୍କା ବୃଦ୍ଧି ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com