ଜାତୀୟରାଜନୀତି

୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଏବେ ନେତାଙ୍କ ଗତିବିଧି ମଧ୍ୟ ବଢ଼ିଲାଣି

୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଏବେ ନେତାଙ୍କ ଗତିବିଧି ମଧ୍ୟ ବଢ଼ିଲାଣି | ଆସନ୍ତା ମାର୍ଚ୍ଚ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସିବେ ବୋଲି ଜଣାପଡିଛି |

ଓଡିଶା ବିଜେପିର ସହ ପ୍ରଭାରୀ ଲତା ଉଶେଣ୍ଡି ଏହି ସୂଚନା ଦେଇଛନ୍ତି | ତେବେ ମୋଦୀଙ୍କ କାର୍ଯ୍ୟକ୍ରମ ସ୍ଥିର କରାଯାଇନାହିଁ ବୋଲି ସେ କହିଛନ୍ତି | ସୂଚନା ଅନୁଯାୟୀ ଚଣ୍ଡିଖୋଲରେ ଏକ ସାଧାରଣ ସଭା ସହ କିଛି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି | ତେବେ ଏନେଇ ସ୍ପଷ୍ଟ ସୂଚନା ମିଳିନାହିଁ |

Related Articles

Back to top button
WP Twitter Auto Publish Powered By : XYZScripts.com