କ୍ରୀଡ଼ା

ସାଂଘାଇରେ ଖେଳାଯାଉଥିବା ତୀରନ୍ଦାଜି ବିଶ୍ୱକପରେ ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ଦୀପିକା କୁମାରୀ ରୌପ୍ୟ ପଦକ ଜିତିଛନ୍ତି

ସାଂଘାଇରେ ଖେଳାଯାଉଥିବା ତୀରନ୍ଦାଜି ବିଶ୍ୱକପରେ ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ଦୀପିକା କୁମାରୀ ରୌପ୍ୟ ପଦକ ଜିତିଛନ୍ତି । ଫାଇନାଲ ମ୍ୟାଚରେ ଦକ୍ଷିଣ କୋରିଆର ତୀରନ୍ଦାଜ ଦୀପିକା କୁମାରୀଙ୍କୁ ପରାସ୍ତ କରିଥିଲେ ।

ଏନେଇ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି । ଭାରତ ୫ ଟି ସ୍ୱର୍ଣ୍ଣ ପଦକ ସମେତ ମୋଟ ୮ ଟି ପଦକ ଜିତି ଇତିହାସ ରଚିଛି।

Related Articles

Back to top button
WP Twitter Auto Publish Powered By : XYZScripts.com