ଓଡ଼ିଶା

ଅଚାନକ ବାଇକ୍‌ ସୋ’ରୁମ୍‌ରେ ଲାଗିଲା ନିଆଁ, ପୋଡ଼ିଗଲା ୧୦ରୁ ଉର୍ଦ୍ଧ୍ୱ ନୂଆ ଗାଡ଼ି

ଧର୍ମଗଡ() ଭବାନିପାଟଣା ୟମାହା ସୋରୁମରେ ଅଚାନକ ନିଆଁ ଲାଗିଥିବା ଜଣାପଡ଼ିଛି । ଫଳରେ ୧୦ରୁ ଉର୍ଦ୍ଧ୍ୱ ନୂଆ ବାଇକ ପୋଡି ଯାଇଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଥିବା ବେଳେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି   ।

Related Articles

Back to top button
WP Twitter Auto Publish Powered By : XYZScripts.com