ଓଡ଼ିଶା

ମହୁଲ ଖାଇବାକୁ ଆସି କୂଅରେ ପଡ଼ିଯାଇଥିଲା ଭାଲୁ, ଉଦ୍ଧାର କଲା ବନ ବିଭାଗ

ଆଠମଲ୍ଲିକ : ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ବାମୁର ରେଞ୍ଜର ବଏଜା ଗ୍ରାମ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ଭାଲୁକୁ ଉଦ୍ଧାର କରିଛି ବନବିଭାଗ । ଗାଁ ନିକଟକୁ ମହୁଲ ଖାଇବା ଆଶାରେ ଜଙ୍ଗଲରୁ ଏକ ଭାଲୁ ଆସି କୂଅରେ ପଡିଯାଇଥିଲା । ସ୍ଥାନୀୟ ଲୋକେ ଖବର ଦେବା ପରେ ବନବିଭାଗର କର୍ମଚାରୀ ଆସି କୂଅରେ ଏକ ସିଡି ପକାଇଥିଲେ । ପରେ ଭାଲୁଟି ସିଡି ସାହାଯ୍ୟରେ କୂଅ ଉପରକୁ ଚଢ଼ି ଆସିଥିଲା । ପରେ ଭାଲୁଟି ଜଙ୍ଗଲକୁ ଚାଲି ଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com