ଓଡ଼ିଶା

ଓଡ଼ିଶାରେ ନିଷେଧ ହେଲା କମ୍ ଓଜନର ଖାଇବା ତେଲ ପ୍ୟାକେଟ୍

ଓଡ଼ିଶାରେ ନିଷେଧ ହେଲା କମ୍ ଓଜନର ଖାଇବା ତେଲ ପ୍ୟାକେଟ୍ । ସବୁ ବ୍ୟବସାୟୀଙ୍କୁ ଚିଠି ଲେଖି ଜଣାଇଲା ରାଜ୍ୟ ବ୍ୟବସାୟୀ ମହାସଂଘ । ଯେଉଁ କମ୍ପାନୀ ଲିଟରିକିଆ ତେଲ ପ୍ୟାକେଟରେ ୯୧୦ ଗ୍ରାମ୍ ଓ ୮୭୦ ଗ୍ରାମ୍ ଓଜନ ବିଶିଷ୍ଟ ପ୍ୟାକେଟ୍ ଯୋଗାଇବେ ସେମାନଙ୍କ ତେଲକୁ ଓଡ଼ିଶାର ଗ୍ରାହକଙ୍କୁ ବିକ୍ରି କରାଯିବ।

ନିର୍ଦ୍ଦେଶ ଅନୁପାଳନ ନ କଲେ ବେପାରୀ ଗଣିବେ ଆର୍ଥିକ ଜରିମାନା । ଅସାଧୁ କମ୍ପାନୀ ବିରୋଧରେ ହାଇକୋର୍ଟ ଯିବ ବୋଲି ଚେତାବନୀ ଦେଇଛି ବ୍ୟବସାୟୀ ମହାସଂଘ ।

Related Articles

Back to top button
WP Twitter Auto Publish Powered By : XYZScripts.com