ଓଡ଼ିଶା

ଷ୍ଟ୍ରଙ୍ଗ ରୁମ ସୁରକ୍ଷାକୁ ନେଇ ଉତ୍ତେଜନା

କଟକ() ମାହାଙ୍ଗା ନିଶ୍ଚିନ୍ତକୋଇଲି ବ୍ଲକର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସାରିଥିଲା ବେଳେ ଷ୍ଟ୍ରଙ୍ଗ ରୁମରେ ଭୋଟ ବାକ୍ସର ସୁରକ୍ଷାକୁ ନେଇ ସୁକରପଡ଼ା ଗ୍ରାମ ପଞ୍ଚାୟତର ଭୋଟର୍ ଓ ପାର୍ଥିମାନେ ଉଠାଇଲେ ପ୍ରଶ୍ନ ଦୁଇଜଣ ଫୋର୍ସ ସୁରକ୍ଷା ଦାୟିତ୍ୱରେ ଥିବା ବେଳେ ଷ୍ଟ୍ରଙ୍ଗରୁମ ଆଗରେ ଲାଇଟି ନାହିଁ ।

ଶୁକରପଡା ପଞ୍ଚୟତ ପ୍ରାର୍ଥୀ ଓ ଭୋଟର କଟକ ଚାନ୍ଦବାଲି ରାସ୍ତା ଅବରୋଧ କରିଥିଲେ ,ବି ଡି ଓ ଏବଂ ଏସ ଡି ପି ଓ ଘଟଣାସ୍ଥଳରେ ପହଞ୍ଚି ପ୍ରତିଶୃତି ଦେବାପରେ ପ୍ରାର୍ଥୀମାନେ ଧରଣାରୁ ଓହରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com