ଓଡ଼ିଶା

STF ପଞ୍ଝାରେ ଗଞ୍ଜେଇ ବେପାରୀ : ୧୧୬ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଭୁବନେଶ୍ବର() କ୍ରାଇମବ୍ରାଞ୍ଚ ଏସଟିଏଫ ପଞ୍ଝାରେ ଗଞ୍ଜେଇ ବେପାରୀ ।  ନୟାଗଡ ଫତେଗଡ ଦଳବେହେରା ସାହିରେ ଚଢାଉ କରି ଗିରଫ କଲା ଏସଟିଏଫ । ଗିରଫ ବେପାରୀ ହେଲେ ଫତେଗଡ  ଦଳବେହେରା ସାହିର ଗଗନ ବେହେରା । ତା ନିକଟରୁ ୧୧୬ କେଜି ଗଞ୍ଜେଇ ଜବତ କରାଯାଇଛି । ଏହାସହ ଗଞ୍ଜେଇ ଚାଲାଣ କରୁଥିବା ଏକ ବାଇକ୍ ମଧ୍ୟ ଜବତ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ୨୦୨୦ରୁ ବର୍ତ୍ତମାନ ସୁଦ୍ଧା ଏସଟିଏଫ ଦ୍ବାରା ୯୦କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com