ମନୋରଞ୍ଜନ

କିଛି ଦିନ ହେବ ଅରବାଜଙ୍କ ବିବାହ ଖବର ଚର୍ଚ୍ଚାରେ ଅଛି

କିଛି ଦିନ ହେବ ଅରବାଜଙ୍କ ବିବାହ ଖବର ଚର୍ଚ୍ଚାରେ ଅଛି। ସେ ମେକଅପ ଆର୍ଟିଷ୍ଟ ଶୌର ଖାନଙ୍କୁ ଡେଟ କରୁଛନ୍ତି ଏବଂ ତାଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି କୁହାଯାଉଛି।

‘ପାଟନା ଶୁକ୍ଳା’ ଫିଲ୍ମର ସେଟରେ ଶୌରା ଏବଂ ଅରବାଜଙ୍କ ଦେଖା ହୋଇଥିଲା, ଯାହା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଦୁହିଁଙ୍କ ବିବାହ ଡିସେମ୍ବର ୨୪ ତାରିଖରେ ହେବ ବୋଲି ସ୍ଥିର ହୋଇଛି।

Related Articles

Back to top button