ଅନ୍ତର୍ଜାତୀୟ

ଚାଇନାର ଏକ କାଗଜ ଉତ୍ପାଦନକାରୀ କମ୍ପାନୀ ମାସିକ ବୋନସରେ ପରିବର୍ତ୍ତନ କରିଛି

ଚାଇନାର ଏକ କାଗଜ ଉତ୍ପାଦନକାରୀ କମ୍ପାନୀ ମାସିକ ବୋନସରେ ପରିବର୍ତ୍ତନ କରିଛି। ସାଉଥ ଚାଇନା ମର୍ନିଂ ପୋଷ୍ଟ ଅନୁଯାୟୀ, ନୂତନ ନୀତିରେ କୁହାଯାଇଛି ଯଦି ଜଣେ କର୍ମଚାରୀ ମାସରେ ୫୦ କିଲୋମିଟର ଦୌଡ଼ନ୍ତି ତେବେ ତାଙ୍କୁ ମାସିକ ୧୦୦ ପ୍ରତିଶତ ବୋନସ ମିଳିବ।

ଏଥି ସହିତ ୪୦ କିଲୋମିଟର ଚାଲିବା ପାଇଁ ୬୦ ପ୍ରତିଶତ ବୋନସ ଦିଆଯାଉଥିବାବେଳେ ୩୦ କିଲୋମିଟର ଚାଲିବା ପାଇଁ ୩୦ ପ୍ରତିଶତ ବୋନସ ଦିଆଯିବ।

Related Articles

Back to top button