ରାଜନୀତି

ଆସନ୍ତା ୧୯ ତାରିଖରେ ବିଜେପିର ୨୨ ବିଧାୟକ ଦିଲ୍ଲୀ ଯିବେ

ଦିଲ୍ଲୀ ଯିବେ ବିଜେପି ବିଧାୟକ । ଆସନ୍ତା ୧୯ ତାରିଖରେ ବିଜେପିର ୨୨ ବିଧାୟକ ଦିଲ୍ଲୀ ଯିବେ। ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଭେଟିବେ ।

ବିଧାୟକଙ୍କ ସହ ବିଜେପି ସାଂସଦ, ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା କିଛି ମାସ ମଧ୍ୟରେ ସାଧାରଣ ନିର୍ବାଚନ। ଏହାରି ଭିତରେ ଦଳର ହାଇକମାଣ୍ଡଙ୍କୁ ବିଜେପି ବିଧାୟକ, ସାଂସଦ ଭେଟିବା ରାଜନୈତିକ ମାହୋଲକୁ ସରଗରମ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com