ଓଡ଼ିଶା
ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ଚିନ୍ତା, ମୁଖ୍ୟମନ୍ତ୍ରୀ କହିଲେ ସୁରକ୍ଷିତ ଫେରିବେ ଛାତ୍ରଛାତ୍ରୀ ଓ ଶ୍ରମିକ
![](https://i0.wp.com/odia.mobilenews24x7.com/wp-content/uploads/2022/02/cm-1.jpg?resize=600%2C341&ssl=1)
ଭୁବନେଶ୍ୱର() ୟୁକ୍ରେନରେ ଫସିଥିବା ଓଡିଆଙ୍କୁ ନେଇ ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହୋଇଛନ୍ତି ନବୀନ । ଛାତ୍ରଛାତ୍ରୀ ଓ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ସେ ନିଵେଦନ କରିଛନ୍ତି । ସେପଟେ ଅମିତ ଶାହା ଵି ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ବସ୍ତିକର ଉତ୍ତର ଦେଇଛନ୍ତି । ସେ କହିଛନ୍ତି ଫେରାଇ ଆଣିଵା ଦିଗରେ ୟୁକ୍ରେନ ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଵା କହିଲେ ଶାହା ।