ମନୋରଞ୍ଜନ

ଫିଲ୍ମ ‘ଗଦର ୨’ ର ବକ୍ସଅଫିସରେ ବ୍ଲକ ବଷ୍ଟର ହୋଇଥିଲା

ଫିଲ୍ମ ‘ଗଦର ୨’ ର ବକ୍ସଅଫିସରେ ବ୍ଲକ ବଷ୍ଟର ହୋଇଥିଲା । ଏହି ଫିଲ୍ମ ପରେ ସନି ଦେଓଲ ପୁଣିଥରେ ଜବରଦସ୍ତ କମବ୍ୟାକ କରିଛନ୍ତି। କିଛି ଦିନ ପୂର୍ବରୁ ସନ୍ନି ଫିଲ୍ମ ‘ସଫର’ ପାଇଁ ସୁଟିଂ କରୁଥିବାର ନଜର ଆସିଥିଲେ ।

ବର୍ତ୍ତମାନ ସେ ‘ଲାହୋର ୧୯୪୭’ ର ସୁଟିଂରେ ବ୍ୟସ୍ତ ରହିବେ। ଚଳଚ୍ଚିତ୍ରଟି ଅମୀର ଖାନ ପ୍ରଡକ୍ସନରେ ନିର୍ମିତ ହେବାକୁଯାଉଛି। ଫିଲ୍ମରେ ସନ୍ନି ଦେଓଲଙ୍କ ବ୍ୟତୀତ ରାଜକୁମାର ସନ୍ତୋଷି ଏବଂ ଅମୀର ଖାନ ମଧ୍ୟ ଏକାଠି ନଜର ଆସିବେ। ବହୁବର୍ଷ ପରେ ପ୍ରୀତି ଜିଣ୍ଟା ସନ୍ନିଙ୍କ ସହ ନଜର ଆସିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com