ଜାତୀୟ

ହରିୟାଣାର ଜଣେ କଂଗ୍ରେସ ପୂର୍ବତନ ବିଧାୟକଙ୍କ ବାସଭବନରେ ରେଡ୍

ହରିୟାଣାର ଜଣେ କଂଗ୍ରେସ ବିଧାୟକ ତଥା ପୂର୍ବତନ ବିଧାୟକଙ୍କ ବାସଭବନରେ ରେଡ୍ କରି ବିପୁଳ ପରିମାଣର ଟଙ୍କା, ମଦ ଏବଂ ବନ୍ଧୁକ ଜବତ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ।

ଚଢ଼ାଉ ବେଳେ ଇଡିକୁ ୧୦୦ ରୁ ଅଧିକ ମଦ, ୫ କୋଟି ନଗଦ ଟଙ୍କା, ବେଆଇନ ବିଦେଶୀ ଅସ୍ତ୍ରଶସ୍ତ୍ର ଏବଂ ପ୍ରାୟ ୩୦୦ ଗୁଳି ମିଳିଥିଲା। କଂଗ୍ରେସ ବିଧାୟକ ସୁରେନ୍ଦର ପାନୱାର ଏବଂ ପୂର୍ବତନ ଭାରତୀୟ ଜାତୀୟ ଲୋକ ଦଳ ବିଧାୟକ ଦିଲବାଗ ସିଂ ଏବଂ ସେମାନଙ୍କ ସହଯୋଗୀଙ୍କ ଘରେ ତଦନ୍ତକାରୀ ସଂସ୍ଥା ଚଢ଼ାଉ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com