ଜାତୀୟ

ଅନଲାଇନ ଡିଜିଟାଲ ପେମେଣ୍ଟ ଆପ୍ ପେଟିଏମ ଉପରେ ସଂକଟ ଥମିବାର ନାଁ ନେଉନି

ଅନଲାଇନ ଡିଜିଟାଲ ପେମେଣ୍ଟ ଆପ୍ ପେଟିଏମ ଉପରେ ସଂକଟ ଥମିବାର ନାଁ ନେଉନି । ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପରେ ବଡ଼ ଆମାଉଣ୍ଟର ଜରିମାନା ଲଗାଇଛନ୍ତି ସରକାର ।

ମନି ଲଣ୍ଡ୍ରିଙ୍ଗ ଉଲ୍ଲଙ୍ଘନ ମାମଲାରେ ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ୫.୪୯ କୋଟି ଟଙ୍କାର ଜରିମାନା ଲାଗୁ କରିଛି ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ ଅଫ୍ ଇଣ୍ଡିଆ FIU-IND।

Related Articles

Back to top button
WP Twitter Auto Publish Powered By : XYZScripts.com