ଜାତୀୟମନୋରଞ୍ଜନ

ବ୍ୟାକଲେସ୍-ଷ୍ଟ୍ରାପଲେସ୍ ରିଭିଲିଂ ବ୍ରା’ ପିନ୍ଧି ଉର୍ଫି ଲଗାଇଲେ ନିଆଁ, ୟୁଜର୍ସ କହିଲେ- Lucky କ୍ୟାମେରାମେନ୍

ନୂଆଦିଲ୍ଲୀ: ଅତରଙ୍ଗୀ ଆଉଟଫିଟ୍ ଓ ସିଜଲିଂ ଲୁକ୍ କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଇଣ୍ଟରନେଟ୍ ସେନସେନ୍ସନ୍ ଉର୍ଫି ଯାଦବ । ହେଲେ ନିଜର ନୂତନ ଭିଡିଓରେ ଉର୍ଫି ବୋଲ୍ଡନେସ୍ ର ସବୁ ସୀମା ଟଫି ଯାଇଛନ୍ତି । ଉର୍ଫିଙ୍କ ଫଟୋସ୍ ଓ ଭିଡିଓ ସବୁକୁ ଦେଖି ସମସ୍ତଙ୍କୁ ଲାଗେ ଯେ, ଏହାଠାରୁ ବୋଲ୍ଡ୍ ଆଉ କଣ ହୋଇପାରେ । କିନ୍ତୁ ଉର୍ଫି ସବୁ ଫଟୋରେ ଫ୍ୟାନ୍ସ ମାନଙ୍କୁ ଚମକାଇ ଦିଅନ୍ତି । ଏବେ ତାଙ୍କ ନୂଆ ଭିଡିଓରେ ହଟ୍ ନେସ୍ ର ସବୁ ସୀମା ଲଙ୍ଘି ଯାଇଛନ୍ତି ଅଭିନେତ୍ରୀ ।

ଉର୍ଫିଙ୍କ ନୂଆ ଭିଡିଓ ସୋସିଆଲ୍ ମିଡିଆରେ ୟୁଜର୍ସଙ୍କୁ ପାଗଳ କରିଦେଇଛି । ନୂଆ ଭିଡିଓରେ ଅଭିନେତ୍ରୀ ବ୍ୟାକଲେସ୍ ଓ ଷ୍ଟ୍ରାପଲେସ୍ ନୀଳ ରଙ୍ଗର ବ୍ରାରେ ନଜର ଆସିଛନ୍ତି । ରିଭିଲିଂ ବ୍ରା ସହ ଖାପ ଖୁଆଇବା ପରି ଥାଇ ହାଇ ଲିଷ୍ଟ୍ ସ୍କର୍ଟ ସହିତ ଲୁକ୍ କୁ ପୂରା କରିଛନ୍ତି । ଭିଡିଓରେ ଉର୍ଫି ନିଜ ବ୍ୟାକ୍ ଦେଖାଉଥିବା ନଜର ଆସିଛନ୍ତି । ତାଙ୍କ ଷ୍ଟାଇଲ୍ ସବୁ ଫଟୋ ଓ ଭିଡିଓ ପରି ଖୁବ୍ ଆଟ୍ରାକ୍ଟିଭ୍ ।

 

View this post on Instagram

 

A post shared by Urrfii (@urf7i)

ଉର୍ଫି ନିଜର ଏହି ବୋଲ୍ଡ୍ ଓ ସେକ୍ସି ଲୁକ୍ ସହିତ ନ୍ୟୁଡ୍ ମେକଅପ୍ ନେଇଛନ୍ତି । କିଛି ୟୁଜର୍ସ ତାଙ୍କ ଏହି ନୂଆ ଅବତାରର ପ୍ରଶଂସା କରିଥିବା ବେଳେ ଆଉ କିଛି ଜଣ ତାଙ୍କ ଲୁକ୍ କୁ ନେଇ ଟ୍ରୋଲ୍ କରିଛନ୍ତି । ସେମାନେ ଅଭିନେତ୍ରୀଙ୍କର ମଜାକ୍ ଉଡାଇଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି ଯେ, ଲକି କ୍ୟାମେରାମେନ୍ । ଅନ୍ୟ ଜଣେ କହିଛନ୍ତି- ବ୍ରା’ର କୌଣସି ନୂଆ ବ୍ରାଣ୍ଡ୍ କି? । ଏହିଭଳି ଭାବରେ ଟ୍ରୋଲ୍ କରିଛନ୍ତି ୟୁଜର୍ ।

Related Articles

Back to top button
WP Twitter Auto Publish Powered By : XYZScripts.com