ଜାତୀୟ

ରେଳ ମନ୍ତ୍ରାଳୟକୁ ଚଳିତ ବଜେଟ୍ ରେ ୨ ଲକ୍ଷ ୫୨ ହଜାର ଟଙ୍କା ଦିଆଯାଇଛି

ରେଳ ମନ୍ତ୍ରାଳୟକୁ ଚଳିତ ବଜେଟ୍ ରେ ୨ ଲକ୍ଷ ୫୨ ହଜାର ଟଙ୍କା ଦିଆଯାଇଛି । ଚଳିତ ବଜେଟ୍ ଓଡିଶା ପାଇଁ ୧୦ ହଜାର ୫୩୬ କୋଟି । ବିଭିନ୍ନ ବାବଦରେ ରେଳ କ୍ଷେତ୍ରରେ ଖର୍ଚ୍ଚ ପାଇଁ ବ୍ୟୟବରାଦ ହୋଇଥିବା ଜଣାଇଛନ୍ତି କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ।

ବିଭିନ୍ନ ନୂଆ ରେଳ ପ୍ରକଳ୍ପ ପାଇଁ ୫୨ ହଜାର କୋଟି ଟଙ୍କା ଖର୍ଚ ହେବ । ଦୈନିକ ଓଡିଶାରେ ୪୭୩ କିଲୋମିଟର ରେଳ ଲାଇନ୍ କାର୍ଯ୍ୟ ହେଉଛି ।ବନ୍ଦେ ମେଟ୍ରୋ ଟ୍ରେନ୍ କଟକ, ଭୁବନେଶ୍ୱର, ପୁରୀକୁ ଗଡିବା ପାଇଁ ଯୋଜନା ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com