ଅନ୍ତର୍ଜାତୀୟ

ନୂଆବର୍ଷରେ ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଜାପାନ ଦେଶକୁ ଥରାଇ ଦେଇଛି

ନୂଆବର୍ଷରେ ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଜାପାନ ଦେଶକୁ ଥରାଇ ଦେଇଛି। ଏହି ଘଟଣାରେ ପ୍ରାୟ ୩୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୫୫ ଜଣ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।

ଗୋଟିଏ ଦିନରେ ୧୫୫ଭୂକମ୍ପ ଝଟକା ଜାପାନରେ ଅନୁଭୂତ ହୋଇଛି। ଭୂକମ୍ପ ହେବା ମାତ୍ରେ ବଡ଼ ବଡ଼ ଅଟ୍ଟାଳିକା ଭୁଶୁଡି ପଡିଥିଲା, ଏପରିକି ସୁନାମି ଚେତାବନୀ ଦିଆଯାଇଥିବାବେଳେ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Related Articles

Back to top button