ଓଡ଼ିଶା

ଛେଣ୍ଡିପଦା ଅଧ୍ୟକ୍ଷ ନିଲମ୍ବିତ: ବିଜେଡିରୁ ବାହାର କଲେ ସୁପ୍ରିମୋ ନବୀନ ପଟ୍ଟନାୟକ

ଅନୁଗୁଳ : ପଞ୍ଚାୟତ ନିର୍ବାଚନରେ ବାଜି ମାରିଛି ବିଜେଡି । ଦଳ ବିଜୟ ଉତ୍ସବ ପାଳୁଥିବା ବେଳେ ନିଲମ୍ବିତ ହୋଇଛନ୍ତି ଛେଣ୍ଡିପଦା ଅଧ୍ୟକ୍ଷ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜେଡିରୁ ନିଲମ୍ବିତ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଅଶୋକ ପ୍ରଧାନଙ୍କୁ ନିଲମ୍ବନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ଅନ୍ୟପଟେ ଆକୁଷ୍ଠ ଭଲ ପାଇବା ଦେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ରେ BJDକୁ ବିଜୟୀ କରିଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ନବୀନ ।

Related Articles

Back to top button
WP Twitter Auto Publish Powered By : XYZScripts.com