Breaking NewsFeaturedଓଡ଼ିଶା

ଫେବୃଆରୀ ୮ରେ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ଫେବୃଆରୀ ୮ରେ ମିଳିବ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇବେ ହିତାଧିକାରୀ । ୩ ଓ ୪ ତାରିଖରେ ଏନପିସିଆଇ ଚେକ କରିପାରିବେ । ଯାଜପୁରରେ ଦିଆଯିବ ଏହି ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Related Articles

Back to top button
WP Twitter Auto Publish Powered By : XYZScripts.com