ଓଡ଼ିଶା

୫୦ ଘଣ୍ଟା ଗଛରେ ରହିବା ପରେ ଉଦ୍ଧାର ହେଲା ଭାଲୁ, ଦେଖନ୍ତୁ କିପରି ହେଲା ଉଦ୍ଧାର

ଉମରକୋଟ () ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ସୁନାବେଡ଼ା ପଞ୍ଚାୟତର ନାୟକଗୁଡ଼ା ୟୁଭି ୧୧ ବଙ୍ଗୀୟ ଗ୍ରାମରେ ଗତ ତାଲିଠାରୁ ଗଛରେ ଚଢି ବସିଥିବା ଭାଲୁକୁ ଆଜି ବନବିଭାଗ ଉଦ୍ଧାର କରିଛି । ଦୀର୍ଘ ୫୦ ଘଣ୍ଟାରୁ ଅଧିକ ସମୟ ଧରି ଏକ ନିମ ଗଛରେ ରହିବା ପରେ ଆଜି ତାକୁ ଉଦ୍ଧାର କରାଯାଇଛି ।

ରବିବାର ରାତିରେ ଭାଲୁଟି ଗ୍ରାମ ଭିତରକୁ ଖାଦ୍ୟ ଅନ୍ୱେଷଣରେ ପସି ଆସିଥିଲା । ସକାଳୁ ଜଙ୍ଗଲକୁ ଫେରି ନ ପାରି ଗାଁର ଏକ ପୋଖରୀ ପାଖେ ରହିଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com