ଓଡ଼ିଶା

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌, ଦଣ୍ଡ ଶୁଣାଇଲେ ପୋକ୍ସୋ ଅଦାଲତ

କେନ୍ଦ୍ରାପଡ଼ା() କେନ୍ଦ୍ରାପଡ଼ା ରାଜନଗର ଥାନା ସାନମରିଚାପଲ୍ଲୀ ନାବାଳିକା ଦୁଷ୍କର୍ମ ଘଟଣାରେ ରାୟ ଶୁଣାଇଛନ୍ତି କୋର୍ଟ । ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ମାମଲାର ବିଚାର କରି ଅଭିଯୁକ୍ତ ନବୀନ ସେଠୀକୁ ଜିଲ୍ଲା ପୋକ୍ସୋ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଏହି ରାୟ ଶୁଣାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com