ଅନ୍ତର୍ଜାତୀୟ

ଆମେରିକା ଦେଲା ଅନୁମୋଦନ

ଜେନେରାଲ ଇଲେକ୍ଟ୍ରିକ ସହଯୋଗରେ ଭାରତରେ ଏଲସିଏ ମାର୍କ ୨ ଯୁଦ୍ଧ ବିମାନ ଇଞ୍ଜିନ ଉତ୍ପାଦନ ପାଇଁ ରାସ୍ତା ସଫା ହୋଇଛି। ବାସ୍ତବରେ ଆମେରିକା ଏହି ସମ୍ବନ୍ଧୀୟ ସମସ୍ତ ଆବଦେନକୁ ଅନୁମୋଦନ ଦେଇଛି।

ଆମେରିକାର କମ୍ପାନୀ ଜେନେରାଲ ଇଲେକ୍ଟ୍ରିକ ସହଯୋଗରେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଦ୍ୱାରା ’ଏଲସିଏ ମାର୍କ ୨ ଇଞ୍ଜିନ ଏବଂ ସ୍ବଦେଶୀ ଆଡଭାନ୍ସ ମିଡିୟମ କମ୍ବାଟ ବିମାନର ପ୍ରଥମ ଦୁଇଟି ସ୍କ୍ବାଡ୍ରନ ପ୍ରସ୍ତୁତ କରାଯିବ ବୋଲି ଡିଆରଡିଏ ଅଧ୍ୟକ୍ଷ ଡକ୍ଟର ସମୀର ଭି କାମତ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com