ଅନ୍ତର୍ଜାତୀୟ

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଥମିବାର ନାଁ ଧରୁନାହିଁ

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ଥମିବାର ନାଁ ଧରୁନାହିଁ । ଗୋଟିଏ ପରେ ଗୋଟିଏ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନ ଥରିବାରେ ଲାଗିଛି । ପୂର୍ବରୁ ଯେଉଁ ଆତଙ୍କବାଦୀଙ୍କୁ ପାକିସ୍ତାନ ପାଳିଥିଲା ଏବେ ସେହି ଆତଙ୍କୀମାନେ ପାକିସ୍ତାନର ନିଦ ହଜାଇ ଦେଲେଣି ।

ଗତ କିଛି ଦିନ ମଧ୍ୟରେ ପାକିସ୍ତାନରେ ଗୋଟିଏ ପରେ ଗୋଟିଏ ଆତଙ୍କବାଦୀ ଆକ୍ରମଣ ହେବାରେ ଲାଗିଛି ଓ ଏଥିରେ ବହୁ ଲୋକଙ୍କ ଜୀବନହାନୀ ହେବାରେ ଲାଗିଛି । ଏବେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com