Featuredଅନ୍ତର୍ଜାତୀୟଜାତୀୟରାଜନୀତି

ଏଣିକି ଆମେରିକା ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ଭାଷଣର ହିନ୍ଦୀ ଅନୁବାଦ ପ୍ରକାଶ ପାଇବ

ଏଣିକି ଆମେରିକା ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ସବୁ ଭାଷଣର ହିନ୍ଦୀ ଅନୁବାଦ ପ୍ରକାଶ ପାଇବ । ଆମେରିକୀୟ ସରକାର ଓ ରାଜନୀତିରେ ଭାରତୀୟ ଓ ଏସୀୟ ଲୋକଙ୍କ ପ୍ରଭାବ ବୃଦ୍ଧି ପାଉଥିବାରୁ ହ୍ବାଇଟ ହାଉସ ପ୍ରଶାସନ ପକ୍ଷରୁ ଏ ନେଇ ଏକ ପ୍ରସ୍ତାବ ଉପରେ ବିଚାର କରାଯାଉଛି  । କେବଳ ହିନ୍ଦୀ ନୁହେଁ, ମାଣ୍ଡାରିନ, କୋରିଆନ,ଭିଏତନାମିଜ୍,ଟାଗାଲୋଗରେ ମଧ୍ୟ ଅନୁବାଦ ପ୍ରକାଶ ପାଇଁ ପ୍ରସ୍ତାବ ଦିଆଯାଇଛି । ଆମେରିକାର ପ୍ରେସିଡେନ୍ସିଆଲ କମିସନପକ୍ଷରୁ ହ୍ବାଇଟ ହାଉସ ସାମନାରେ ଏହି ପ୍ରସ୍ତାବ ରଖାଯାଇଛି । ଏହା ପୂର୍ବରୁ ଏହି ପ୍ରସ୍ତାବକୁ ଆମେରିକୀୟ-ଭାରତୀୟ ସମ୍ପ୍ରଦାୟର ନେତା ଅଜୟ ଜୈନ ଭୁଟୋରିଆ ରାଷ୍ଟ୍ରପତିଙ୍କ ପ୍ରେସିଡେନ୍ସିଆଲ କମିସନଙ୍କ ନିକଟରେ ରଖିଥିଲେ। ଯାହାକୁ କମିସନ ଗ୍ରହଣ କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com