ଓଡ଼ିଶା

ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣା, କୋର୍ଟରେ ହାଜର ହେଲା ଅଭିଯୁକ୍ତ ଗୋବିନ୍ଦ ଏବଂ ସହଯୋଗୀ ରାଧେ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା । କଣ୍ଟାବାଞ୍ଜି ADJ କୋର୍ଟରେ ହାଜର ହୋଇଛି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ମୁଖ୍ୟ ଅଭିଯୁକ୍ତ ସହ ମମିତା ହତ୍ୟାକାଣ୍ଡରେ ସଂପୃକ୍ତ  ରାଧେ ମଧ୍ୟ କୋର୍ଟରେ ହାଜର ହୋଇଛି । ଚାର୍ଜସିଟ କମିଟମେଣ୍ଟ ଆଜି ଉଭୟଙ୍କୁ କୋର୍ଟରେ ହାଜର କରିଛି ପୋଲିସ ।

Related Articles

Back to top button
WP Twitter Auto Publish Powered By : XYZScripts.com