ମନୋରଞ୍ଜନ

ଦ୍ବିତୀୟ ବିବାହ ପରେ ଅରବାଜ୍, ଇନଷ୍ଟାରେ ମଲାଇକାଙ୍କୁ ଅନଫଲୋ କରିଛନ୍ତି

ଦ୍ବିତୀୟ ବିବାହ ପରେ ଅରବାଜ୍, ଇନଷ୍ଟାରେ ମଲାଇକାଙ୍କୁ ଅନଫଲୋ କରିଛନ୍ତି। ଜାତୀୟ ଗଣମାଧ୍ୟମ ନିଉଜ୍ ୧୮, ୨ଟି ସ୍କ୍ରିନସଟ ‌ସେୟାର କରିଛି, ଯେଉଁଥିରେ ଅରବାଜ୍, ମଲାଇକାଙ୍କୁ ଅନଫଲୋ କରିଥିବା ଦେଖାଯାଇଛି।

ତେବେ ସେ ଦ୍ବିତୀୟ ବିବ‌ାହ ପରେ ନା ପୂର୍ବରୁ ମଲାଇକାଙ୍କୁ ଅନଫଲୋ କରିଛନ୍ତି ତାହା ଜଣାପଡ଼ିନାହିଁ। ୨୦୧୭ରେ ଚର୍ଚ୍ଚା ହୋଇଥିଲା ଯେ, ଛାଡ଼ପତ୍ର ପରେ ଅରବାଜ୍, ମଲାଇକାଙ୍କୁ ଅନଫଲୋ କରିଥିଲେ ବି ୨୦୧୭ରେ ପୁଣି ତାଙ୍କୁ ଫଲୋ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com