ଅନ୍ତର୍ଜାତୀୟ

ଲୋକେ ବ୍ୟାଙ୍କକୁ ସୁରକ୍ଷିତ ସ୍ଥାନ ଭାବି ଟଙ୍କା ଜମା କରିଥାନ୍ତି।

ଲୋକେ ବ୍ୟାଙ୍କକୁ ସୁରକ୍ଷିତ ସ୍ଥାନ ଭାବି ଟଙ୍କା ଜମା କରିଥାନ୍ତି। ମାତ୍ର ବ୍ୟାଙ୍କରୁ ଯଦି ନକଲି ନୋଟ୍‌ ମିଳେ ତେବେ ଲୋକେ କାହା ଉପରେ ଭରସା କରିବେ। ଏପରି ଘଟଣା ଦେଖିବାକୁ ମିଳିଛି ପାକିସ୍ତାନରେ।

ଏଠାରେ ଅନେକ ନକଲି ନୋଟ୍‌ ଛପାଯାଉଛି ଏବଂ ବ୍ୟାଙ୍କଗୁଡ଼ିକ ଲୋକମାନଙ୍କ ମଧ୍ୟରେ ବଣ୍ଟନ କରୁଛନ୍ତି। ଯେତେବେଳେ ଲୋକମାନେ ଜାଣିବାକୁ ପାଇଲେ ଯେ, ବ୍ୟାଙ୍କ ନକଲି ନୋଟ ଜାରି କରୁଛି, ସେମାନେ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com