ଅନ୍ୟାନ୍ୟ

ଜାମ୍ମୁ କାଶ୍ମୀରରେ ଖସିପଡ଼ିଲା ସେନା ହେଲିକପ୍ଟର, ସର୍ଚ୍ଚ ଅପରେସନ୍‌ ଜାରି

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଜାମ୍ମୁ-କାଶ୍ମୀର ଗୁରେଜ ସେକ୍ଟର ବରାଉମ ଅଞ୍ଚଳରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ବରଫାବୃତ ଦୁର୍ଘଟଣାସ୍ଥଳରେ ପହଞ୍ଚିଛି ସର୍ଚ୍ଚ ଅପରେସନ ଟିମ୍ । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ବିଷୟରେ କିଛି ସୂଚନା ମିଳିନାହିଁ । ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com