ଓଡ଼ିଶା

ଦୀପ୍ତିରେଖା ନନ୍ଦ ନିର୍ଦ୍ଵନ୍ଦରେ ବିନିକା ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ

ବିନିକା () ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକର କୁଇବାହାଲ ପଞ୍ଚାୟତର ସମିତି ସଭ୍ୟ ତଥା ବିଜେଡିର ଦୀପ୍ତିରେଖା ନନ୍ଦ ନିର୍ଦ୍ଵନ୍ଦରେ ବ୍ଳକ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି l ନିର୍ଦ୍ଵନ୍ଦରେ ନିର୍ବାଚିତ ହେବା ପରେ ୧୬ଟି ପଞ୍ଚାୟତର ଜନସାଧାରଣଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।

ବିନିକାକୁ ଜେତେଶୀଘ୍ର ହେବ ଉପଖଣ୍ଡ ମାନ୍ୟତା ଦେବାପାଇଁ ସେ ଚେଷ୍ଠା କରିବେ ବୋଲି କହିଛନ୍ତି। ଏହା ସହ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ସମସ୍ତ ସରକାରୀ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚିବ, ବିନିକା ବ୍ଲକର ସମସ୍ତ ଅଧୁରା କାମକୁ ମଧ୍ଯ ଶେଷ କରିବାକୁ ମୁକ୍ଷ ଗୁରୁତ୍ଵ ଦିଆଯିବ ବୋଲି ନବ ନିର୍ବାଚିତ ବ୍ଲକ ଅଧ୍ଯକ୍ଷା ଦୀପ୍ତିରେଖା ନନ୍ଦ କହିଛନ୍ତି l

Related Articles

Back to top button
WP Twitter Auto Publish Powered By : XYZScripts.com