ଓଡ଼ିଶା

ମାଟ୍ରିକ ସମ୍ମେଟିଭ -୨ ପରୀକ୍ଷା ପାଇଁ ଆଜିଠାରୁ ମିଳିବ ଆଡମିଟ କାର୍ଡ

ଭୁବନେଶ୍ୱର() ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମଶ୍ରେଣୀ ସମେଟିଭ-୨ ପରୀକ୍ଷା ଆସନ୍ତା ୨୯ ତାରିଖଠାରୁ ଆରମ୍ଭ ହେବ। ଏଥିପାଇଁ ଆଜିଠାରୁ ବୋର୍ଡ ୱେବସାଇଟରେ ଆଡମିଟ କାର୍ଡ ଉପଲବ୍ଧ ହେବ । ଦିନ ୧୦ ଟା ପରେ ଓ୍ବେବସାଇଟ www.bseodisha.ac.in ରେ ଉପଲବ୍ଧ ହେବ ।

ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ସଂସ୍କୃତ ମଧ୍ୟମାର ଛାତ୍ରଛାତ୍ରୀଙ୍କ ଆଡମିଟ କାର୍ଡ ୱେବସାଇଟରୁ ମିଳିପାରିବ। ସମସ୍ତ ସ୍କୁଲର ମୁଖ୍ୟ ବା ପ୍ରଧାନଶିକ୍ଷକମାନେ ସ୍କୁଲ କୋଡ୍ ଏବଂ ପାସୱାର୍ଡ ଦେଇ ୱେବସାଇଟରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com