ଓଡ଼ିଶା
ମାଲକାନଗିରିରେ ପୋଲିସ-ମାଓ ଗୁଳିବିନିମୟ, ଏନ୍କାଉଣ୍ଟରରେ ୨ ମହିଳା ମାଓବାଦୀ ନିହତ
![](https://i0.wp.com/odia.mobilenews24x7.com/wp-content/uploads/2022/03/naxal.jpg?resize=660%2C450&ssl=1)
ମାଲକାନଗିରି() ମାଲକାନଗିରି ଛତିଶଗଡର ଦାନ୍ତେଓାଡା କଟେକଲ୍ୟାଣ ଜଂଗଲରେ କମ୍ବିଂ ଅପରେଶନ ସମୟରେ ସୁକୁମା ଓ ଦାନ୍ତେଓ୍ବାଡା ପୁଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟରେ ୨ ଜଣ ମହିଳା ମାଓବାଦୀ ନିହତ ହୋଇଛନ୍ତି। ନିହତ ମହିଳା ମାଓବାଦୀଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ଏଥି ସହିତ ଘଟଣାସ୍ଥଳରୁ ୩ଟି ବନ୍ଧୁକ ଓ ବିପୁଳ ପରିମାଣରେ ଅସ୍ତ୍ର ଶସ୍ତ୍ର ଜବତ ହୋଇଛି ।