ଓଡ଼ିଶା

ଗାଧୋଇବାକୁ ଯାଇଥିବା ବେଳେ ଖରସ୍ରୋତାରେ ବୁଡ଼ି ଜଣେ ମୃତ, ୪ ନିଖୋଜଙ୍କ ଉଦ୍ଧାର କାର୍ଯ୍ୟ ଜାରି

ଯାଜପୁର () ଖରସ୍ରୋତା ନଦୀରେ ବୁଡ଼ି ୬ଜଣ ଯୁବକ ନିଖୋଜ ହୋଇଛନ୍ତି। ଏହି ଯୁବକମାନେ ହୋଲି ଖେଳିସାରି ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଏପରି ଅଘଟଣ ଘଟିଛି। ଅଗ୍ନିଶମ ବିଭାଗ ପହଞ୍ଚି ୨ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୪ ଜଣ ନିଖୋଜ ଅଛନ୍ତି ଏବଂ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଯାଜପୁର ଟାଉନ ଥାନା ବଡ଼ସୁଆର ଅଞ୍ଚଳ ଖରସ୍ରୋତା ନଦୀରେ ଏପରି ଘଟଣା ଦେଖିବାକୁ ମିଳିଛି । ନିଖୋଜ ୭ ଜଣ ଯୁବକ ବଡ଼ ସୁଆର ଘାଟ ପାଖରେ ବୁଡ଼ି ଯାଇଛନ୍ତି।  ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com