ଓଡ଼ିଶା

ବିଳମ୍ୱିତ ରାତିରେ ଲାଗିଲା ନିଆଁ : ଜଳିଗଲା ଦୁଇ ବଖରା ଘର, ୪ ଛେଳି ଜୀବନ୍ତ ଦଗ୍ଧ

ନରସିଂହପୁର() ଗତକାଲି ବିଳମ୍ବିତ ରାତିରେ ନରସିଂହପୁର ଥାନା ଅନ୍ତର୍ଗତ ପାଇକପଡାପାଟଣା ହରିଜନ ସାହିର ଟିମ୍ ନାଏକ ଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି ।

ଏହି ଅଗ୍ନିକାଣ୍ଡରେ ଦୁଇ ବଖରା ଘର ଏବଂ ଆସବାବପତ୍ର ସବୁ ଜଳିଯିବା ସହିତ ୪ ରୋଟି ଛେଳି ଜୀବନ୍ତ ଜଳି ଯାଇଥିବା ସୂଚନା । ଖବର ପାଇ ନରସିଂହପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ତେବେ ଏଥିରେ ଆଉ କେତେ କ୍ଷୟକ୍ଷତି ହୋଇଛି ତା ସ୍ପଷ୍ଟ ହୋଇନି ।

Related Articles

Back to top button
WP Twitter Auto Publish Powered By : XYZScripts.com